” ଉତ୍କଳ ଗୌରବ” ର ଊନବିଂଶ ସଂସ୍କରଣ ଉନ୍ମୋଚନ ଉତ୍ସବରେ ଆପଣଙ୍କୁ ସପରିବାରେ ଯୋଗଦେବାକୁ ଆମର ସାଦର ନିମନ୍ତ୍ରଣ I ସ୍ଥାନ : ଆଇ.ଏନ.ଏ ଜଗନ୍ନାଥ ମନ୍ଦିର ପରିସର, ତାରିଖ : ୨୧.୧୨.୨୦୨୫, ସମୟ : ଦିନ ୧୧.୦୦
ତାରିଖ : ଡିସେମ୍ବର ୨୧, ୨୦୨୫ (ରବିବାର ), ସମୟ : ସକାଳ ୧୧. ୦୦ : ଚା ପାନ, ୧୨. ୦୦ : ପତ୍ରିକା ଉନ୍ମୋଚନ, ୧୨.୩୦ : ସାଂସ୍କୃତିକ କାର୍ଯ୍ୟକ୍ରମ, ୦୧.୩୦ : ପ୍ରସାଦ ସେବନ I ସ୍ଥାନ : ଆଇ.ଏନ.ଏ ଜଗନ୍ନାଥ ମନ୍ଦିର ପରିସର, ତ୍ୟାଗରାଜ ନଗର, ନୂଆ ଦିଲ୍ଲୀ
