୩୬ ବର୍ଷର ପରମ୍ପରା, ଭକ୍ତି ଓ ଏକତାର ପର୍ବ! ଆସନ୍ତୁ, ଗଜାନନଙ୍କ ଛତ୍ରଛାୟା ତଳେ ସମସ୍ତେ ଏକାଠି ହେବା। ସ୍ଥାନ: ଜେ ବ୍ଲକ୍ ପାର୍କ, ତାଲକଟୋରା ଇଣ୍ଡୋର୍ ଷ୍ଟାଡିଅମ୍ ସାମ୍ନା, ପାର୍କ ଷ୍ଟ୍ରିଟ୍, ନୂଆ ଦିଲ୍ଲୀ – ୧୧୦ ୦୦୧ I ତାରିଖ: ୧୪.୦୯.୨୦୨୬ I ଆପଣଙ୍କ ଅପେକ୍ଷାରେ – OCWA ପରିବାର Leave a Comment / Announcement / By